Breaking

ବଲିଉଡ୍‌ରେ ବଢୁଛି ମି-ଠୁ ଝଡ଼ : ଗାୟକ କୈଳାସ ଖେରଙ୍କ ନାଁରେ ସୋନା ଆଣିଲେ ଅସଦାଚରଣ ଅଭିଯୋଗ

0

ମୁମ୍ବାଇ : ବଲିଉଡ୍‌ରେ ବଢୁଛି ମି-ଠୁ ଝଡ଼ ।ରଙ୍ଗବତୀ ଏବଂ ଆହେ ନୀଳ ଶୈଳକୁ କଦର୍ଥ କରି ଗାଇବା ଅଭିଯୋଗରେ ଚର୍ଚ୍ଚାରେ ଥିବା କଣ୍ଠଶିଳ୍ପୀ  ଗାୟିକା ସୋନା ମହାପାତ୍ର, କୈଳାସ ଖେରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଛନ୍ତି । ସୋନା ମହାପାତ୍ର ଟ୍ଵିଟ୍‌ କରି କହିଛନ୍ତି, ମୁମ୍ବାଇର ପୃଥ୍ଵୀ କାଫେରେ କୈଳାସ ଖେର ତାଙ୍କ ସହ ଅସଦାଚରଣ କରିଛନ୍ତି ।ଏକ କନସର୍ଟ ନେଇ କଥା ହେବା ବେଳେ କୈଳାସ ଖେର ତାଙ୍କ ଦେହରେ ହାତ ମାରିଥିଲେ ଏବଂ ତାଙ୍କ ଜଙ୍ଘରେ ରେ ହାତ ରଖି କହିଲେ, “ତୁମେ ଖୁବ୍‌ ସୁନ୍ଦର।ସେହିପରି କୈଳାସ ଖେରଙ୍କ ବିରୋଧରେ ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ଅଭିଯୋଗ କରିଛନ୍ତି ।

loading...

Leave A Reply

Your email address will not be published.